ବିଜେପିରେ ଆରଜେଡିର ଆଉ ଜଣେ ବିଧାୟକ ...Middle East

News room odisha - News
ବିଜେପିରେ ଆରଜେଡିର ଆଉ ଜଣେ ବିଧାୟକ
ପାଟଣା: ବିହାରରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ପୁଣି ଏକ ଝଟକା ଲାଗିଛି । ଭବୁଆର ଆରଜେଡି ବିଧାୟକ ଭରତ ବିନ୍ଦ ବିଜେପିରେ ମିଶିଛନ୍ତି। ସେ କହିଛନ୍ତି ବିଜେପିର ନୀତି ତାଙ୍କୁ ଭଲ ଲାଗିଲା। ତେଣୁ ସେ ଏହି ଦଳରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହାମେଣ୍ଟ ଛାଡି ଏନଡିଏକୁ ଫେରିବା ପରେ ଆରଜେଡିର ପାଞ୍ଚ ଜଣ ବିଧାୟକ ଏବଂ କଂଗ୍ରେସର ଦୁଇଜଣ ବିଧାୟକ ବିଜେପିରେ ସାମିଲ ହୋଇସାରିଛନ୍ତି । The post ବିଜେପିରେ ଆରଜେଡିର ଆଉ ଜଣେ ବିଧାୟକ appeared first on News Room Odisha.

Read More Details
Finally We wish PressBee provided you with enough information of ( ବିଜେପିରେ ଆରଜେଡିର ଆଉ ଜଣେ ବିଧାୟକ )

Apple Storegoogle play

Also on site :