କଲବଲ କରୁଛି ଚଇତି ତାତି ...Middle East

News by : (News room odisha) -
ଭୁବନେଶ୍ୱର – ମାର୍ଚ୍ଚ ଶେଷ ସପ୍ତାହରେ ରାଜ୍ୟରେ ଅସହ୍ୟ ହେଲାଣି ଖରା ତାତି । ଅନେକ ସ୍ଥାନରେ ପାରଦ ଉପରମୁହାଁ ହୋଇଛି । ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ସେଲସିୟସ ଅଧିକ ରହୁଛି ତାପମାତ୍ରା। ଗତକାଲି ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା । ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗକୁ ଆହୁରି କଲବଲ କରିବ ତାତି । ବିଶେଷକରି ପଶ୍ଚିମ ଓଡ଼ିଶାରେ ୪୨ ଡିଗ୍ରୀ ଛୁଇଁ ପାରେ ତାପମାତ୍ରା । ଆସନ୍ତା ୪ରୁ ୫ ଦିନ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ । The post କଲବଲ କରୁଛି ଚଇତି ତାତି appeared first on News Room Odisha.

Read More Details
Finally We wish PressBee provided you with enough information of ( କଲବଲ କରୁଛି ଚଇତି ତାତି )

Also on site :

Most Viewed News
جديد الاخبار