ପୁନର୍ଜନ୍ମ କାହିଁକି ହୋଇଥାଏ ...Middle East

News by : (News room odisha) -
ଜନ୍ମ ପରେ ମୃତ୍ୟୁ ସତ୍ୟ ଏକଥା ସମସ୍ତେ ଜାଣନ୍ତି ଓ ଆଖିରେ ଦେଖନ୍ତି ମଧ୍ୟ କିନ୍ତୁ ମୃତ୍ୟୁ ପରେ ଜୀବ ଜନ୍ମଗ୍ରହଣ କରେ , ଏକଥା ବହୁଲୋକ ବିଶ୍ଵାସ କରନ୍ତି ନାହିଁ। କାରଣ ଯେଉଁ ଦେହଟା ସହିତ ସମସ୍ତେ ସମ୍ପର୍କ ରଖି ସଂସାରରେ ଚଳପ୍ରଚଳ ହେଉଥାନ୍ତି , ସେହି ଦେହଟାକୁ ମଲାପରେ ପୋତି ପକାନ୍ତି ବା ପୋଡି ପକାନ୍ତି। ସେ ଦେହଟା ଯେ ପୁଣି ଫେରି ଆସିବ ଏ ସମ୍ଭାବନା ମୋଟେ ନ’ ଥାଏ। ତେଣୁ ମୃତ୍ୟୁ ପରେ ଜନ୍ମ ଅଛି ଏହା ସତ୍ୟ କି’ ? ଜୀବ କହିଲେ କେବଳ ଯେ ଦେହଟାକୁ ବୁଝାଏ , ଏହା ଅଜ୍ଞାନୀମାନଙ୍କର ଭ୍ରାନ୍ତ ଧାରଣା। ଏ ଶରୀରଟା ଗୋଟିଏ ଜଡ ବସ୍ତୁ। ଏହା ପଞ୍ଚଭୂତ ଅର୍ଥାତ ଜଳ,ବାୟୁ ,ଅଗ୍ନି ,ପୃଥିବୀ ଓ ଆକାଶ ତତ୍ତ୍ଵରୁ ତିଆରି। ଆମ ଶରୀରଟା ପିତାର ବୀର୍ଯ୍ୟ ଏବଂ ମାତାର ରଜରେ ଥିବା ତତ୍ତ୍ଵରୁ ମାତୃ ଗର୍ଭରେ ତିଆରି ହୁଏ। ଶରୀର ଗଠନ ଆରମ୍ଭ ହେବା ପରେ ଈଶ୍ଵର ଆତ୍ମାରୂପୀ ଶକ୍ତିକୁ ମସ୍ତକ ବାଟରେ ପ୍ରବେଶ କରାଇ ଏହାକୁ ସକ୍ରିୟ କରିଦିଅନ୍ତି। ତେଣୁ ଈଶ୍ଵରଙ୍କୁ ବଜପ୍ରଦ ପିତା

Read More Details
Finally We wish PressBee provided you with enough information of ( ପୁନର୍ଜନ୍ମ କାହିଁକି ହୋଇଥାଏ )

Also on site :

Most Viewed News
جديد الاخبار