ଲୋକସେବା ଭବନରେ ନିଆଁ ...Middle East

News by : (News room odisha) -
ଭୁବନେଶ୍ୱର – ଲୋକସେବା ଭବନରେ ଅଗ୍ନିକାଣ୍ଡ । ଲୋକସେବା ଭବନର ପ୍ରଥମ ମହଲା ରେଭେନ୍ୟୁ ଡିପାର୍ଟମେଣ୍ଟରେ ଅଗ୍ନିକାଣ୍ଡର ସୂଚନା ମିଳିଛି । କଳ୍ପନା ଓ ବରମୁଣ୍ଡାରୁ ଆସି ୨ଟି ଅଗ୍ନିଶମ ଗାଡି ଆସିଛି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । The post ଲୋକସେବା ଭବନରେ ନିଆଁ appeared first on News Room Odisha.

Read More Details
Finally We wish PressBee provided you with enough information of ( ଲୋକସେବା ଭବନରେ ନିଆଁ )

Also on site :

Most Viewed News
جديد الاخبار