ରୋଗୀର ପେଟରୁ ଡାକ୍ତର ବାହାର କଲେ ଷ୍ଟିଲ ଗ୍ଲାସ, ପେଟ ଭିତରକୁ ଗଲା କେମିତି ?

ର ଗ ର ପ ଟର ଡ କ ତର ବ ହ ର କଲ ଷ ଟ ଲ ଗ ଲ ସ ପ ଟ ଭ ତରକ ଗଲ କ ମ ତ

Pressbee - Ommcom News :

Watch the post from ରୋଗୀର ପେଟରୁ ଡାକ୍ତର ବାହାର କଲେ ଷ୍ଟିଲ ଗ୍ଲାସ, ପେଟ ଭିତରକୁ ଗଲା କେମିତି ?, Now to the details :

ଭୁବନେଶ୍ୱର: ପେଟରୁ ବାହାରିଲା ଷ୍ଟିଲ୍ ଗ୍ଲାସ୍ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଜୌନପୁର (Jaunpur) ଭାତୌଲି ଗାଁରେ । ୫୦ ବର୍ଷୀୟ ସମରନାଥଙ୍କ ପେଟରୁ ଅସ୍ତ୍ରୋପଚାର କରି ଡାକ୍ତର ଏକ ଷ୍ଟିଲ ଗ୍ଲାସ ବାହାର କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ତିନି-ଚାରି ଦିନ ସମରନାଥଙ୍କ ପେଟରେ ବହୁତ ଯନ୍ତ୍ରଣା ହୋଇଥିଲା । ଏନେଇ ସେ ଅନେକ ଡାକ୍ତରଙ୍କୁ ସାକ୍ଷାତ କରିବା ସହ ସମସ୍ୟା ମଧ୍ୟ ଜଣାଇଥିଲେ […] The post ରୋଗୀର ପେଟରୁ ଡାକ୍ତର ବାହାର କଲେ ଷ୍ଟିଲ ଗ୍ଲାସ, ପେଟ ଭିତରକୁ ଗଲା କେମିତି ? appeared first on Ommcom News.

For more, read the news from the source

ରୋଗୀର ପେଟରୁ ଡାକ୍ତର ବାହାର କଲେ ଷ୍ଟିଲ ଗ୍ଲାସ, ପେଟ ଭିତରକୁ ଗଲା କେମିତି ?

This was the summery for ରୋଗୀର ପେଟରୁ ଡାକ୍ତର ବାହାର କଲେ ଷ୍ଟିଲ ଗ୍ଲାସ, ପେଟ ଭିତରକୁ ଗଲା କେମିତି ? We hope that we have succeeded by sharing the full details of this topic.

Ommcom News ରୋଗୀର ପେଟରୁ ଡାକ୍ତର ବାହାର କଲେ ଷ୍ଟିଲ ଗ୍ଲାସ, ପେଟ ଭିତରକୁ ଗଲା କେମିତି ? ଭୁବନେଶ୍ୱର: ପେଟରୁ ବାହାରିଲା ଷ୍ଟିଲ୍ ଗ୍ଲାସ୍ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଜୌନପୁର (Jaunpur) ଭାତୌଲି ଗାଁରେ । ୫୦ ବର୍ଷୀୟ ସମରନାଥଙ୍କ ପେଟରୁ ଅସ୍ତ୍ରୋପଚାର କରି ଡାକ୍ତର ଏକ ଷ୍ଟିଲ ଗ୍ଲାସ ବାହାର କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ତିନି-ଚାରି ଦିନ ସମରନାଥଙ୍କ ପେଟରେ ବହୁତ ଯନ୍ତ୍ରଣା ହୋଇଥିଲା । ଏନେଇ ସେ ଅନେକ ଡାକ୍ତରଙ୍କୁ ସାକ୍ଷାତ କରିବା ସହ ସମସ୍ୟା ମଧ୍ୟ ଜଣାଇଥିଲେ […] The post ରୋଗୀର ପେଟରୁ ଡାକ୍ତର ବାହାର କଲେ ଷ୍ଟିଲ ଗ୍ଲାସ, ପେଟ ଭିତରକୁ ଗଲା କେମିତି ? appeared first on Ommcom News.

Please note that the original topic has been published and is available on Ommcom News the editing team at PressBee have verified it and it may have been partially modified or quoted from it. You can read and follow this news or topic from its main source.

( PRESSBEE ) An independent news reader does not assume any liability for the material published in it because it does not express the opinion of the site.